ଛତ୍ରପୁର: ବ୍ରହ୍ମପୁର ଉପକଣ୍ଠ ମହୁରୀ କାଳୁଆ ପୀଠରେ ପୋଲିସ ଫାଣ୍ଡି ପ୍ରତିଷ୍ଠା ଦାବି, ପ୍ରତିକ୍ରିୟା ରଖିଲେ ସ୍ଥାନୀୟ କମିଟି ଓ ପର୍ଯ୍ୟଟକ
ବ୍ରହ୍ମପୁର ଉପକଣ୍ଠ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମହୁରୀ କାଳୁଆ ପୀଠରେ ସୁରକ୍ଷା ବ୍ଯବସ୍ଥା ଢିଲା। ଯାହା ଫଳରେ ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଅଭିଯୋଗ କରି ରବିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ କମିଟି ଓ ପର୍ଯ୍ୟଟକ।