କଟକ ପୌରାଞ୍ଚଳ: କଟକ ୫୩ନଂ ଓ୍ଵାର୍ଡ କୁସୁମଦେବୀ କଲେଜ ସମ୍ମୁଖ ରାସ୍ତାରେ ରବିବାର ଦାବିଲା ଚିପ୍ସ ବୋଝେଇ ଭାରୀଯାନ।
Cuttack M Corp PS, Cuttack | Aug 17, 2025
କଟକ ମହାନଗର ନିଗମ ଅନ୍ତର୍ଗତ ୫୩ନଂ ଓ୍ଵାର୍ଡ କୁସୁମଦେବୀ କଲେଜ ସମ୍ମୁଖରେ ରାସ୍ତା ଦବିବାରୁ ଚିପ୍ସ ବୋଝେଇ ଡମ୍ପର ରବିବାର ଦିନ ୧୦ ଟାରେ ଦାବି...