ବାଲିଗୁଡା ର ବଡଗାଁ କନ୍ୟାସ୍ରମ ଠାରେ ବ୍ଲକ ସ୍ତରୀୟ ଶିଶୁ ମହତ୍ସବ ସୁରଭି କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ଟି ସମବାର ଦିନ 11ଘଣ୍ଟିକା ରୁ ଆରମ୍ଭ ହଇ ସଂନ୍ଧ୍ୟା 7ଘଣ୍ଟିକା ପଯ୍ୟନ୍ତ କାଯ୍ୟକ୍ରମ ଚାଲୁ ରହିଥିଲା, ପ୍ରଥମ ପଯ୍ୟାୟରେ ବୈଠକ ପରେ ଶିଶୁ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହଇଛି, ପାରମ୍ପରିକ ନାଟ୍ୟ ମଞ୍ଚ ବେସ ସରଗରମ ଥିବା ଜଣା ପଡିଛି