ବୀରମହାରାଜପୁର ଥାନା ଅନ୍ତର୍ଗତ ବାରଝୁଲା ଗ୍ରାମରେ ଆଜି ରାତି ପ୍ରାୟ 8ଟା 30 ମିନିଟ ସମୟରେ ନିଆ ଲାଗି ଚାଷୀଙ୍କ ଚାରୋଟି ଧାନ ଖରି କାଳିଜାଇ ନଷ୍ଟ ହୋଇଯାଇଥିବା ଜଣାପଡିଛି l ସୂଚନା ଅନୁସାରେ ଧାନ ଖରିରେ ଆକସ୍ମିକ ଭାବରେ ନିଆ ଲାଗିଯାଇଥିଲା l ସେହି ନିଆଁ ବ୍ୟାପୀ ଯାଇ ଚାଷୀ ରଘୁ ପଢନ, ରାଧା ବଲ୍ହବ ଏବଂ ଦେବେନ୍ଦ୍ର ବାଘଙ୍କ ଚାରୋଟି ଧାନ ଖାରି ପୋଡ଼ି ଯାଇ ନଷ୍ଟ ହୋଇନଥିବା ଜଣାପଡିଛି l ଖବର ପାଇ ବିରମହରପୂର୍ ଅଗ୍ନିଶମ ବାହିନୀ ପହଁଚି ନିଆକୁ ଆୟତ କରିଥିଲେ ମଧ୍ୟ ଧାନ ଖରୀ ଜଳି ଯାଇ ନଷ୍ଟ ହୋଇଯାଇଥିଲା l ତେବେ କ୍ଷୟକ୍ଷତିର ଆକଳନ କରି ଚାଇ ମାନଙ୍କୁ ଖ୍ୟାତି ପୁରାଣ ଦେବାକୁ ଚାଷୀ