ଜି ଉଦୟଗିରି ଠାରେ ମା ଶ୍ୟାମା କାଳୀଙ୍କ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଅସ୍ଥାୟୀ ମଣ୍ଡପ ରୁ ବାହାରି ସାରା ସହର ପରିକ୍ରମା କରିବା ପରେ ଦିଣ୍ଡା ବାଲି ନଦୀ ରେ ବସର୍ଜନ କରାଯାଇଥିଲା।ଏହି ସମୟରେ ଶହ ଶହ ଭକ୍ତ ଙ୍କ ସମାଗମ ହୋଇଥିଲା।ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।