ଶଙ୍କରାଖଲ ଠାରେ ଜାତୀୟ ସେବା ଶିବିର ଉଦଯାପନ, ଏହି କାଯ୍ୟକ୍ରମ ଟି ଶନିବାର ଦିନ 11ଘଣ୍ଟିକା ସମୟରେ ଅନୁଷ୍ଠିତ ହଇଯାଇଛି ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପୋଷ୍ୟ ଗ୍ରାମ (ଗୁଡ୍ରିଗାଁ )ରେ ଦୀର୍ଘ ୭ ଦିନ ଧରି ଚାଲୁ ରହିଥିବା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଟ ଅଧ୍ୟାପକ ରାମକୃଷ୍ଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଟିକାବାଲି କଲେଜର ଅଧ୍ୟକ୍ଷ ଶ୍ରୀ ଦିନବନ୍ଧୁ ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ ଟିକାବାଲି କଲେଜର ବରିଷ୍ଟ ଅଧ୍ୟାପକ