ବାରିପଦା ମ୍ୟୁନିସିପାଲଟି: ରାହୁଲଙ୍କ ଆଶାଳୀନ ମନ୍ତବ୍ୟ ପ୍ରତିବାଦରେ ଟ୍ରାଫିକ ଛକରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ; ମତ ଦେଲେ ବିଜେପି ଯୁବ ନେତା ଓ ମହିଳା ନେତ୍ରୀ
Baripada M, Mayurbhanj | Sep 1, 2025
ରାହୁଲ ଗାନ୍ଧୀଙ୍କ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦିବଙ୍ଗତ ମାଆଙ୍କ ପ୍ରତି ଅଭଦ୍ର ଓ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ସୋମବାର...