କଳାହାଣ୍ଡି ଜିଲ୍ଲାର ଅନ୍ୟ ଅନ୍ୟ ଏକ ଦୁର୍ଗମ ଅଂଚଳ ଲାଞ୍ଜିଗଡ ବ୍ଲକ । ଏହି ବ୍ଲକ ଅଧିନସ୍ତ ପାହାଡପଦରର ଅଗମ୍ୟ ଗାଁର ନାଁ କାଂଚନ ମୁହିଁ । କିନ୍ତୁ ଏହି ଗାଁକୁ ଯାତାୟତ ପାଇଁ ବାଧକ ସାଜିଛି ଭଙ୍ଗାପୋଲ । ଯେଉଁଥିପାଇଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ଅସୁବି ସୁବିଧାର ସମ୍ମୁଖିନ ହେଉଛନ୍ତି । ଶୀତ ଏବଂ ଖରା ଦିନେ ଜମି ମଧ୍ୟ ଦେଇ ଯାତାୟତ କରୁଥିବା ବେଳେ ବର୍ଷା ଦିନେ ବହୁ ହଇରାଣ ହରକତ ହେଉଛନ୍ତି ଗ୍ରାମବାସୀ । ଏନେଇ ବୁଧବା ବୁଧବାର ଅପରାହ୍ନ ୫ଟା ବେଳେ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମର ୱାର୍ଡ଼ ମେମ୍ବର।