ଲୋଇସିଂହା: ଆଠ ଗାଁ ରେ ପୁଲିସ ସହ ଗ୍ରାମବାସୀ ମୁହାଁମୁହିଁ ଘଟଣା ଥାନାର ଦ୍ୱାରସ୍ଥ ହୋଇ ପ୍ରତିକ୍ରିୟା ରଖିଲେ ଗ୍ରାମ ବାସି
ଆଠ ଗାଁ ରେ ପୁଲିସ ସହ ଗ୍ରାମବାସୀ ମୁହାଁମୁହିଁ ଘଟଣା ଥାନାର ଦ୍ୱାରସ୍ଥ ହୋଇ ପ୍ରତିକ୍ରିୟା ରଖିଲେ ଗ୍ରାମ ବାସି ଗାଁରେ କିଛି ଅସାମାଜିକ ଯୁବକଙ୍କ ଉତ୍ପାତ ଅଭିଯୋଗ ପାଇ ଯାଇଥିଲା ପୁଲିସ ପୁଲିସ୍ ସହ ଜନତା ମୁହାଁମୁହିଁ । ଗାଡ଼ିକୁ ଅଟକାଇବା ସହ କଲେ ଭଙ୍ଗାରୁଜା । ବଲାଙ୍ଗୀର ପୁଇଁତଲା ଥାନା ଆଠାଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ସାରାରାତି ଗ୍ରାମବାସୀ ମାନେ ପୁଲିସ୍ ଟିମ୍କୁ ଅଟକାଇ ରଖିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ।