ଉଲୁଣ୍ଡା ଥାନା ଆନ୍ତ୍ତଗତ ଜଗନ୍ନାଥପାଲି ଖେଳ ପଡିଆଠରେ ବ୍ଲକ ସ୍ତରୀୟ ଜୟ ଜଗନ୍ନାଥ ଫୁଟବଲ ଟୁର୍ନାମେଣ୍ଟ ଆଜି ସଂନ୍ଧ୍ୟା 6ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ କୁ ବ୍ଲକର ବିଭିନ୍ନ ସ୍ଥାନରୁ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ l ଫାଇନାଲ ଖେଳରେ କ୍ରିଷ୍ଣା କ୍ଲବ ପିପିଲିକାନି କୁ ଟ୍ରାଇବ୍ରେକର ଜରିଆରେ 5-4ଗୋଲାରେ ହରାଇ ବାଉତି ସ୍ପୋଟିଙ୍ଗ ବିସିପାଡା ଦଳ ଚାମ୍ପିଆନ ହୋଇଛି l ଖେଳକୁ ବଦ୍ରି ପ୍ରସାଦ ହୋତା, ଚିକୁ ବଡ଼ପଣ୍ଡା ଏବଂ ସୁମନ୍ତ ରାଉତ ପରିଚାଳନା କରିଥିଲେ l ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବକୁ ପାଞ୍ଚ ମହାଳା ପେକ୍ସ ସଭାପତି ନରେନ୍ଦ୍ର ଆଚାର୍ଯ୍ୟ ଅତିଥ