ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଞ୍ଚଳର ଖଳିବେରଣା ଗ୍ରାମ ପାଳମୁଣ୍ଡା ସାହିରେ ଆଜି ଗୁରୁବାରେ ଜଙ୍ଗଲି ହାତୀକୁ ଗ୍ରାମବାସୀ ମାନେ ପୂଜାକରିବା ସହିତ ବିଭିନ୍ନ ଭିନିଷ ଖାଇବାକୁ ଦେଇଛନ୍ତି । ହାତୀ ମା ଲକ୍ଷ୍ମୀଙ୍କ ବାହାନ ହୋଇଥିବାରୁ ଆଜି ମାର୍ଗଶିର ଗୁରୁବାରରେ ହାତୀଟିର ସେବା କରିଥିବା ଭିଡିଓ ସହିତ ଆଜି ରାତି ୮ଟାରେ ଗ୍ରାମବାସୀ ପଠାଇଛନ୍ତି।