ହିନ୍ଦୋଳ: ହିନ୍ଦୋଳ ଗୁଳେହି ଛକଠାରୁ ସାଂସ୍କୃତିକ ଶୋଭାଯାତ୍ରା
ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଗୁଳେହି ଛକଠାରୁ ଏକ ବିରାଟ ଶୋଭାଯାତ୍ରା ବୁଧବାର ୧୦ଟାରେ ବାହାରି ସଂକ୍ରିତନ ମଣ୍ଡଳୀ ଏବଂ ପାଇକ କ୍ରୀଡା ପ୍ରଦର୍ଶନ କରି ଅତିଥି ମାନଙ୍କୁ ନେବା ସହ ମହିମା ମଠ ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ଏହାପର ମାଆ ପାଇଁ ଗଛ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା। ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ ଅନ୍ୟାନ୍ୟ ନେତୃ ବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ଗଛ ଚାରା ବଣ୍ଟନ କରିଥିଲେ।