ନିଜ ବାସଭବନରେ ଲୋକଙ୍କ ଅଭିଯୋଗ ଶୁଣିଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ଆଜି ପୂର୍ବାହ୍ନ 10 ଟା ରେ ବିଧାୟକ ନିଜ ବାସଭବନରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁରୁ ସମସ୍ୟା ନେଇ ଆସିଥିବା ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ଦୁଃଖ ବୁଝିଥିଲେ ବିଧାୟକ। ଯଥା ସମ୍ଭବ ଲୋକଙ୍କୁ ସହାୟତା କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।