ଜାନୁଆରୀ ୨୪ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସେକ୍ଟର-୬ ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଷ୍ଟାଡିଅମରେ ରାଉରକେଲା ହାଫ ମାରାଥନ ୨୦୨୬ରେ ଭାଗ ନେବାପାଇଁ ଛୋଟ ପିଲାଙ୍କଠୁ ନେଇ ବୟସ୍କ ଲୋକ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ଭୟଙ୍କର ଭିଡ଼ ଦେଖାଯାଇଥିଲା, ଏହା ପୂର୍ବରୁ ରାଉରକେଲା ଇସ୍ପାତ କାରଖାନା ତରଫରୁ ମାଇକ ମାଧ୍ୟମରେ ଜଣାଇ ଦିଆଯାଇଥିଲା, ଏଣୁ କୌଣସି ପ୍ରକାର ଅସୁବିଧା ନ ହେବା ପାଇଁ ପ୍ରଶାସନ ଓ ପୋଲିସ ବିଭାଗ ତରଫରୁ ପର୍ଯ୍ୟାପ୍ତ ସହଯୋଗ sh ଆମ୍ବୁଲାନ୍ସ ସୁବିଧା କରାଯାଇଥିଲା, ଏହି abasarare ରାଉରକେଲା ଇସ୍ପାତ କାରଖାନାର D.I.C. ଶ୍ରୀ ଆଲୋକ ବର୍ମା