ବଲାଙ୍ଗୀର ଜିଲ୍ଲାର ଘଣ୍ଟାସଗଡ଼ ଓ ନିମୁରଳା ଗ୍ରାମରେ ଆଜି ଶେୟରହୋଲ୍ଡର ମୋବିଲାଇଜେସନ୍ ମିଟିଂ ଆୟୋଜିତ ହେଲା । ଏହି ସଭାର ଉଦ୍ଦେଶ୍ୟ ଥିଲା ଶେୟରହୋଲ୍ଡରମାନଙ୍କ ସଂଲଗ୍ନତାକୁ ଆହୁରି ଦୃଢ଼ କରିବା ଓ ଫାପ ସମିତିର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ସଚେତନତା ବୃଦ୍ଧି କରିବା । ସଭାରେ ଶେୟରହୋଲ୍ଡରମାନେ ସକ୍ରିୟ ଭାବରେ ଯୋଗଦେଇ ତାଙ୍କର ମତାମତ ଓ ପ୍ରସ୍ତାବ ରଖିଲେ ।