ଡ଼ିସେମ୍ବର ୧୬ ତାରିଖ ଅପରାହ୍ନ ୨ଟା ସମୟର ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଖଣି ଖାଦାନରେ ଭରାଥିବା ଯୋଗୁଁ ଟ୍ରକ ଓ ଟିପର ମାଲିକମାନେ କମ୍ପାନୀମାନଙ୍କ ଉପରେ ନିର୍ଭର କରିଥାନ୍ତି, ଆୟ ପାଇଁ ଏ ସମସ୍ତଙ୍କ ଉପରେ ବ୍ୟବସାୟିଗଣ ନିଜ ପରିବାର ଭରଣପୋଷଣ ମଧ୍ୟ ନିର୍ଭର କରିଥାନ୍ତି, କିନ୍ତୁ ବର୍ତ୍ତମାନ କେନ୍ଦୁଝର ଜିଲାରେ କମ୍ପାନୀ ମାନଙ୍କ ଦ୍ୱାରା ସ୍ଲୋରିପାଇପ ଲାଇନ ବିଛାଇବା ଆରମ୍ଭ ହେବା ପରେ, ଅନୁମାନ କରାଯାଉଛି, ଆଗକୁ ଆସୁଥିବା ସମୟରେ ହଜାର ହଜାର ସଂଖ୍ୟାରେ ଟ୍ରମାଲିକମାନେ ଗଭୀର ଆର୍ଥିକ ସଂକଟରେ ପଡିପାରନ୍ତି,, ଟ୍ରକ ମାଧ୍ୟମରେ ସ୍ଲୋରି ପରିବହନ କରି ଜୀବିକା ଚଳାଉଥିବା ମାଲିକମାନେ