ଫୁଲବାଣୀ ସହର: ନୁଆଗାଁ ଠାୟେ କଂଗ୍ରେସ ର ବୈଠକ, ଜିଲ୍ଲାସଭାପତି ଚନ୍ଦ୍ର ପରିଡା ଙ୍କୁ ବିରଧ
କନ୍ଧମାଳ ଜିଲ୍ଲା କଂଗ୍ରେସ ର ନୂତନ ସଭାପତି ଙ୍କୁ ବିରୋଧ, କନ୍ଧମାଳ ଜିଲ୍ଲା କଂଗ୍ରେସ ନୂତନ ସଭାପତି ଚୟନ କୁ ବରିଷ୍ଠ କଂଗ୍ରେସ ନେତୃତ୍ବ ଙ୍କ ଅସନ୍ତୋଷ ଦେଖିବା କୁ ମିଳିଛି l ମଙ୍ଗବାର ଦିନ 11ଘଣ୍ଟିକା ସମୟରେ କନ୍ଧମାଳ ଜିଲ୍ଲା କ. ନୂଆଗାଁ କୁଇ ସମାଜ ସାଂସ୍କୃତିକ ଭବନ ଠାରେ ଆବାହକ ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା ଙ୍କ ନେତୃତ୍ବରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଯାଇଅଛି l ଏଥିରେ ଦଳର ସାଂସଦ ପାର୍ଥି ଅମିର ଚାନ୍ଦ ନାୟକ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ ଯୁବ ନେତା ଚନ୍ଦନ ପଣ୍ଡା ସୂର୍ଯ୍ୟକାନ୍ତ ଦାସ କୋଟଗଡ଼ ବ୍ଲକ ଅଧ