ଉଦଳା: ଉପର ତାଳଡିହା ଗ୍ରାମରେ ସ୍ତ୍ରୀ ହାଣ୍ଡିଆ ପିଇ ଦେଲା ବୋଲି ମାରିଦେଲା ସ୍ବାମୀ
ସୈତାନ ସାଜିଲା ସ୍ୱାମୀ। ହାଣ୍ଡିଆ ସବୁ ସ୍ତ୍ରୀ ପିଇ ଦେବାରୁ କାଠ ଫାଳିଆରେ ବାଡେଇ ବାଡେଇ ମାରିଲା ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଉପର ତାଳଡିହା ଗ୍ରାମରେ। ଗ୍ରାମର ଗୁରୁ ପ୍ରସାଦ ସିଂ ତାର ସ୍ତ୍ରୀ ସୀତା ସିଂ ଙ୍କୁ କରିଛି ହତ୍ୟା। ଶନିବାର