ଉଦଳା: ଗୋପବନ୍ଧୁ ନଗର ବ୍ଲକ କଂଗ୍ରେସ ପକ୍ଷରୁ ଖୁଣ୍ଟା କଲ୍ୟାଣ ମଣ୍ଡପ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ମୟୂରଭଞ୍ଜ ଜିଲ୍ଲାର ଉଦଳା ନିର୍ବାଚ଼ନ ମଣ୍ଡଳୀ ଅଧିନସ୍ଥ ଗୋପବନ୍ଧୁ ନଗର ବ୍ଲକ କଂଗ୍ରେସ ପକ୍ଷରୁ ଖୁଣ୍ଟା କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ଦିନ ପ୍ରାୟ ୧୧ଟାରେ ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କଂଗ୍ରେସ ଦଳର ବ୍ଲକ ସଭାପତି ଗୌରାଙ୍ଗ ଚରଣ ପୁଥାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋଭାରେ ବରିଷ୍ଠ କର୍ମୀଙ୍କ ସମେତ ବିଭିନ୍ନ ପଞ୍ଚାୟତ ସଭାପତି ମାନେ ଯୋଗ ଦେଇଥିଲେ।