ଢେଙ୍କାନାଳ ସଦର: ସ୍ଥାନୀୟ ବଳରାମ ମନ୍ଦିର ନିକଟରେ ୪ର୍ଥ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣହୁତି
ଢେଙ୍କାନାଳ ବିଶ୍ୱଶାନ୍ତି ଶ୍ରୀ ବିଷ୍ଣୁ ସେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ୪ର୍ଥ ବିଶ୍ୱଶାନ୍ତି ମହାଯଜ୍ଞ ସ୍ଥାନୀୟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଅଛି । ଅଦ୍ୟ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣହୁତିରେ ଯୁବରାଜ ଅମରଜ୍ୟୋତି ସିଂହଦେଓ ଯୋଗଦେଇ ପୂଜାର୍ଚ୍ଚନା କରି ପୂର୍ଣାହୁତିକୁ ସଂପନ୍ନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅଦ୍ୟ ଗୀତା ଜୟନ୍ତୀ ଅବସରରେ ଭକ୍ତମାନଙ୍କୁ ଗୀତା ବହି ବଂଟନ କରାଯାଇଥିଲା । ଗତ ୨୮ ତାରିଖରେ ଅଙ୍କୁରାରୋପଣ, ୩୦ ତାରିଖରେ କଳସ ଆନୟନ, ଅଧିବାସ କର୍ମ, ୧ ତାରିଖରେ ସୂର୍ଯ୍ୟପୂଜା, ସୁରଭି ୨ ତାରିଖରେ ସୂର୍ଯ୍ୟପୂଜନ, ସୁରଭି ପ