ବାଲିଗୁଡା: ବନବାସି ସେବାସମତି ପରିସରରେ ପୁଜ୍ୟ ଆଜ୍ଞା ଙ୍କ110ତମ ଜନ୍ମ ଜୟନ୍ତୀ ଅବସରେ ସେଛାକୣତ ରକ୍ତଦାନ ଶିବିର ଅନୁଷ୍ଠିତ ହଈଯାଇଛି,
ବନବାସି ସେବାସମତି ରିସରରେ ପୁଜ୍ୟ ଆଜ୍ଞା ଙ୍କ110ତମ ଜନ୍ମ ଜୟନ୍ତୀ ଅବସରେ ସେଛାକୣତ ରକ୍ତଦାନ ଶିବିର ଅନୁଷ୍ଠିତ ହଈଯାଇଛି, ଏହି କାଯ୍ୟକ୍ରମ ଟି ସମବାର ଦିନ 11ଘଣ୍ଟିକା ସମୟରେ ଆରମ୍ଭ ହଇ ଦିନ 2ଟା ଚାଲୁ ରହିଥିଲା, ଏହି କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ BSF କମାଣ୍ଡେତ ମାନସ ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯଗ ଦେଇଛନ୍ତି ପ୍ରଥମେ ଆଜ୍ଞା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ କାଯ୍ୟକ୍ରମ କୁ ଆରମ୍ଭ କରାଯାଇଛି, ଏହି କାଯ୍ୟକ୍ରମ ରେ BSF ର 16ଜଣ ଯବାନ ଏବଂ ସେବାସମିତିର ବିଭିନ୍ନ ଶାଖାରେ ସଦସ୍ୟ ମାନେ ରକ୍ତ ଦାନ କରିଛନ୍ତି, ଏହି ଶିବିର 41ୟୁନିଟି ରକ୍ତ