ମୋରଡା: ଖୁଣ୍ଟାପାଳ ହାଟ ପଡିଆରେ ମୋରଡା ପୁଲିସ ପକ୍ଷରୁ ପଞ୍ଚାୟତସ୍ତରୀୟ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ, ଏଣିକି ପ୍ରତିମାସ ୩ୟ ରବିବାରରେ ହେବ ବୈଠକ
Muruda, Mayurbhanj | Jul 20, 2025
ମୋରଡା ଥାନା ପକ୍ଷରୁ ରବିବାର ଅପରାହ୍ନ ୩ଟାରେ ଚିକିଟାମାଟିଆ ପଞ୍ଚାୟତ ଅଧୀନ ଖୁଣ୍ଟାପାଳ ହାଟପଡିଆରେ ପଞ୍ଚାୟତସ୍ତରୀୟ ଆମ ପୋଲିସ ସମିତି ବୈଠକ...