ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବାରିପଦା ସହରର ମୁର୍ଗାବାଡି ନିକଟସ୍ଥ ଜୁବୁଲି ପେଟ୍ରୋଲ ପମ୍ପ ସମ୍ମୁଖରେ ମଙ୍ଗଳବାର ରାତି ପ୍ରାୟ ୧୦.୩୦ଟାରେ ଜାତୀୟ ରାଜପଥ ନମ୍ବର ୧୮ରେ ଏକ ମାଛ ବୋଝେଇ ପିକଅପ କୌଣସି ଏକ କାରଣରୁ ଭାରସାମ୍ୟ ହରାଇ ଥିବା ବେଳେ ହଠାତ୍ ତାର ପଛପଟ ଡଲା ଟି ଖସି ଯିବାରୁ ଗାଡ଼ିରେ ବୋଝେଇ ଥିବା ଜିଅନ୍ତା ମାଛ ଗୁଡ଼ିକ ରାସ୍ତା ଉପରେ ବିଛାଡି ହୋଇ ପଡ଼ିଥିଲା।