ଆଜି ଆଠମଲ୍ଲିକ ବିଧାନସଭା ସାତକୋଶିଆ ମଣ୍ଡଳ ଜଗନ୍ନାଥପୁର, ପଞ୍ଚାୟତର ପଞ୍ଚାୟତସ୍ତରୀୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ମାଧ୍ୟମ 12 ଟା ବେଳେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଦିପ ଗଡନାୟକଙ୍କ ନେତୃତ୍ୱରେ ବୈଠକ ହୋଇଥଲା l ବୈଠକରେ ପୂର୍ବତନ ଜିଲ୍ଲା ସଭାପତି , ସମ୍ବଲପୁର ସାଂସଦଙ୍କ ପ୍ରତିନିଧି , ଜିଲ୍ଲା କୋଷାଧକ୍ଷ ,ମଣ୍ଡଳ ସଭାପତିଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।