ପଦ୍ମପୁର: ଆସନ୍ତା କାଲି ପଦ୍ମପୁର ରେ ବିରାଟ କୃଷକ ସଚେତନତା ସମାବେଶ ହେବ ବୋଲି କଚେରୀ ଠାରେ ପ୍ରତିକ୍ରିୟା ରଖିଲେ ଅଜିତ ଶତପଥୀ
ଆସନ୍ତା କାଲି ବରଗଡ ଜିଲ୍ଲା ପଦ୍ମପୁର ସହରରେ ବିରାଟ କୃଷକ ସଚେତନତା ସମାବେଶ ହେବ ବୋଲି ଆଜି 12ଟା 19 ମିନିଟ ସମୟରେ କଚେରୀ ଠାରେ ପ୍ରତିକ୍ରିୟା ରଖିଲେ ରାଜବୋଡାସମ୍ବର କୃଷକ ସଙ୍ଗଠନ ର ଆଇନ ପରାମର୍ଶ ଦାତା ଅଜିତ ଶତପଥୀ