ଦଣ୍ଡପଦର ଗ୍ରାମରେ ବାଇକ ଦୁର୍ଘଟଣା ବରିଷ୍ଠ ଆଇନଜୀବୀ ଜ୍ୟତି ଦାସ ଗୁରତର, ଏହି ଦୁର୍ଘଟଢା ଟି ଗୁରବାର ଦିନ 11ଘଣ୍ଟିକା ବରାଷ୍ଠ ଆଇନଜୀବି ଜ୍ୟତି ଦାସ ବାଲିଗୁଡା ରୁ ନୁଆଗାଁ ଯାଉଥିବା ସମୟରେ ହଠାତ ଏକ ବାଇକ୍ ସାମ୍ନା ପଟରୁ ଧକ୍କା ଦେଇଥିଲେ ପରେ ପରେ ପୁଣି ଏହି ଦୁଇ ବାଇକ କୁ ଅନ୍ୟ ଏକ ବାଇକ ଦୁର୍ଘଟଣା କରିଥିବା ନେଇ ସୁଚନା ମିଳାଛି, ଯାହାକୁ ନେଇ ବରିଷ୍ଠ ଆଇନଜୀବୀ ଗୁରୁତର ହଇଥିବା ନେଇ ସୁଚନା ମିଳିଛି