ପଦ୍ମପୁର: ଅମଳିପାଲି ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ର ନୁଆଁଖାଇ ଭେଟଘାଟ ଅନୁଷ୍ଠିତ
Padmapur, Bargarh (Baragarh) | Sep 5, 2025
ଆଜି ଶୁକ୍ରବାର 12ଟା ସମୟ ପାଖା ପାଖି ରେ ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଅମଳିପାଲି ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା...