କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସତ୍ୟ ସାଇ ଙ୍କ ଉଚ୍ଚବ ଅନୁଷ୍ଠିତ ହୋଇଛି ।ଜିଲ୍ଲାର ଫୁଲବାଣୀ,ଜି ଉଦୟଗିରି,ଟିକାବାଲି ସମତେ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଶହ ଶହ ଶ୍ରଦ୍ଧାଳୁ ଏକ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଶେଷରେ ପ୍ରତ୍ୟେକ ସାଇ ମନ୍ଦିର ରେ ପୂଜାର୍ଚ୍ଚନା ହୋଇଥିଲା।