ଜୁନାଗଡ: ମହାଳିଙ୍ଗ ଅଞ୍ଚଳରେ ପ୍ରବଳ ବର୍ଷା 4ଘଣ୍ଟା ରୁ ଉର୍ଦ୍ଧ ସମୟ ହେଲା ବିଦୂତ ସରବାହ ବନ୍ଦ
ମହାଳିଙ୍ଗ ଅଞ୍ଚଳରେ ପ୍ରବଳ ବର୍ଷା 4ଘଣ୍ଟା ରୁ ଉର୍ଦ୍ଧ ସମୟ ହେଲା ବିଦୂତ ସରବାହ ବନ୍ଦ ଆଜି 2ତାରିଖ ଗୁରୁବାର ଅପରାହ୍ନ 5ଟାରୁ ମହାଳିଙ୍ଗ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ 4ଘଣ୍ଟା ରୁ ଉର୍ଦ୍ଧ ସମୟ ହେଲା ବିଦୂତ ସରବାହ ସପୂର୍ଣ ବନ୍ଦ ଅଛି ତେବେ ଖବର ସଂଗ୍ରହ ହେବା ପର୍ଯ୍ୟନ୍ତ ବର୍ଷା ଲାଗିରହିଛି