ଆଜି ଶନିବାର ସନ୍ଧ୍ୟା ୬ଟା ୩୦ ମିନିଟ ସମୟ ପାଖା ପାଖି ରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଳି ସ୍ଥିତ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ପ୍ରଥମ ଦିବସରେ ପଦ୍ମପୁର ଆଦର୍ଶ ଥାନାଧିକାରୀ ଶ୍ରୀମତୀ ମମତା ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଞ୍ଚ ରେ ନାରୀ, ଶିକ୍ଷା ଉପରେ ନିଜ ଅଭିଭାଷଣ ରଖିଥିଲେ।