ଜି ଉଦୟଗିରି ର ଜଣେ ବ୍ୟକ୍ତି ଜମି ଦେବାକହି ଜଣେ ବ୍ୟକ୍ତି ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ନେଇଯାଇଥିବା ଅଭିଯୋଗ ରେ ଜି ଉଦୟଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିବାର ଜଣା ପଡ଼ିଅଛି। ଏ ନେଇ ଥାନାରେ 225/2025 ରେ ଏକ ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।