ବାଲିଗୁଡା ର ପରୁଭଟ୍ଟାରୁ ନାଚ ଦେଖି ଫେରୁଥିବା ସମୟରେ ବାଇକ ଦୁର୍ଘଟଣା ବାଇକ ଆରହି ଙ୍କ ବାମ ଗୋଡ ଟି ଭାଙ୍ଗିଥିବା ନେଇ ସୁଚନା ମିଳିଛି, ତେବେ ଉକ୍ତ ଘଟଣା କି କଞ୍ଜାଲଗୁ ଏବଂ ସୁଡ୍ରା ମଧ୍ୟରେ ଗୁରବାର ଅପରାହ୍ନ 3ଘଣ୍ଟିକା ରେ ହଇଥିବା ନେଇ ସୁଚନା ମିଳିଛି, ପରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କର ବାଲିଗୁଡା ରେ ପ୍ରାଥମୀକ ତଦନ୍ତ ଆରମ୍ଭ କରାଯାଇଛି