ରାଉରକେଲା ମ୍ୟୁନିସିପାଲଟି: ପାନପୋଷ କୃଷି ଜିଲ୍ଲା ଅଧିକାରୀ ଭାବେ ଜି. ଜୟନଙ୍କ ଯୋଗଦାନ
ପାନପୋଷ କୃଷି ଜିଲ୍ଲା ଅଧିକାରୀ ଭାବେ ଜି. ଜୟନଙ୍କ ଯୋଗଦାନ ଜିଲ୍ଲାର ପାନପୋଷ ଉପଖଣ୍ଡରେ କୃଷି ଜିଲ୍ଲା ଅଧିକାରୀ ଭାବେ ଶ୍ରୀଯୁକ୍ତ ଜି ଜୟନ ଦାୟିତ୍ୱ ଗ୍ରହଣ କରିଛନ୍ତି l ଦାୟିତ୍ୱ ଗ୍ରହଣ ପରେ ଶ୍ରୀଯୁକ୍ତ ଜୟନଙ୍କୁ କର୍ମଚାରୀ ମାନଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶ୍ରୀ ଜୟନଙ୍କର କୃଷି ବିଭାଗରେ ଦୀର୍ଘ ତିରିଶ ବର୍ଷର ଅଭିଜ୍ଞତା ରହିଥିବାବେଳେ ସେଥିମଧ୍ୟରୁ ବିହନ ଉତ୍ପାଦନ କ୍ଷେତ୍ରରେ ଦୀର୍ଘ କୋଡିଏ ବର୍ଷର ଅଭିଜ୍ଞତା ପାନପୋଷ କୃଷି ଜିଲ୍ଲାର ଚାଷୀମାନଙ୍କ ପାଇଁ ବହୁ ଉପାଦେୟ ହେବ। ଶ୍ରୀ ଜୟନ ଯୋଗଦାନପରେ ପାନପୋଷ କୃଷି ଜିଲ୍ଲାକୁ ଆଗକୁ ବଢ଼େଇନେବା