ବାରିପଦା ମ୍ୟୁନିସିପାଲଟି: ଗାନ୍ଧୀମାର୍କେଟ ର ମହାବୀର ଛକ ଠାରେ ମହାବୀର ହନୁମାନଙ୍କ ଦଶମୀ ପୂଜା ଅନୁଷ୍ଠିତ, ଶତାଧିକ ଭକ୍ତଙ୍କ ଭିଡ
ଏକ ସ୍ବତନ୍ତ୍ର ନିଆରା ପରମ୍ପରା ନେଇ ଗତ ୩୩ ବର୍ଷ ଧରି ମହାବୀର ପ୍ରଜା କମିଟି ପକ୍ଷରୁ ପ୍ରତିବର୍ଷ ବାରିପଦାର ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଳୟ ନିକଟ ଚାପଲ ପୋଖରୀ ଗାନ୍ଧୀମାର୍କେଟର ମହାବୀର ଛକଠାରେ ପୂଜକ ମନ୍ମଥ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ମହାବୀର ହନୁମାନଙ୍କ ପୂଜାର୍ଚ୍ଚନାର ସ୍ଵତନ୍ତ୍ର ଆକର୍ଷଣ ରହିଆସିଛି।