ଆଜି ଗୁରୁବାର ସକାଳେ ବିଦ୍ୟୁତ ଆଘାତରେ ପାଇକମାଲ ବ୍ଲକ ବୁକୁରାମୁଣ୍ଡାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଯାଇଛି l ମୃତ ଚାଷୀ ଜଣକ ହେଲେ ରବି ସାହୁ l ଆଜି ସେ ଜମିରେ କୀଟନାଶକ ମାରୁଥୁବା ବେଳେ, ଛିଡି ତଳେ ପଡିଥିବା ଲାଇନ ତାର ସଂସ୍ପର୍ଶ ରେ ଆସି ଯାଇଥିଲେ l ଫଳରେ ଘଟଣlସ୍ଥଳରେ ହିଁ ସଂଜ୍ଞା ହୀନ ହୋଇଯାଇଥିଲେ l ଆଜି ସନ୍ଧ୍ୟା 6ଟା 30 ମିନିଟ ସମୟ ପାଖା ପାଖି ରେ ଗ୍ରାମବାସୀ ଶବ କୁ ନେଇ ପଦ୍ମପୁର ଇଲେକ୍ଟ୍ରିକ ଅଫିସ ସାମ୍ନା ରେ ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବି କରିଥିଲେ।