ହିନ୍ଦୋଳ: ରାସୋଳଠାରେ ପ୍ରାଣୀ ଚିକିତ୍ସାଳୟର ଶୁଭ ଉଦ୍ଘାଟନ ଉତ୍ସବରେ ସାଂସଦ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାସୋଳଠାରେ ଲୋକପ୍ରିୟ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରାଣୀ ଚିକିତ୍ସାଳୟର ଶୁଭ ଉଦ୍ଘାଟନ କରିଥିଲେ। ଏହି ଶୁଭ ଉଦ୍ଘାଟନରେ ହିନ୍ଦୋଳର ବିଧାୟିକା ଶିମାରାଣି ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଅଞ୍ଚଳ ବାସୀଙ୍କ ଅନେକ ଦିନର ଆସା ଓ ଆକାଂକ୍ଷା ପୂରଣ ହେଲା। ଏହି ଅବସରରେ ଦଳିଅ ଅନେକ ନେତ୍ରୁ ମଣ୍ଡଳୀ, କାର୍ଯ୍ୟକର୍ତ୍ତା, ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ଉପସ୍ଥିତ ରହି ମାନ୍ୟବର ସାଂସଦ ଓ ମାନ୍ୟବର ବିଧାୟିକାଙ୍କୁ ପାରମ୍ପରିକ ଭାବେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ