ବୀରମହାରାଜପୁର: ଚରଦା ଠାରେ ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଉଦଯାପିତ, ଉପଭୋଗ କଲେ ହଜାର ହଜାର ଦର୍ଶକ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚରଦା ଠାରେ ମା ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବର ଆଜି ଉଦଯାପନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି | ଆଜି ରାତି ପ୍ରାୟ 8ଟାରେ ମ କମିଟି ସଭାପତି ଅଶୋକ ପୃଷ୍ଟି ଙ୍କ ସଭାପତିତ୍ତ୍ଵ ରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ତଥା କଂଗ୍ରେସ ଜିଲ୍ଲା ସଭାପତି ବିନୋଦ ପାତ୍ର , ମୁଖ୍ୟ ବକ୍ତା ଭାବରେ ଘାସିରାମ ପଣ୍ଡା ଏବଂ ସମ୍ମାନିତ ଅତିଥିଭାବେ ଯୁବ କଂଗ୍ରେସ ରାଜ୍ୟ କାର୍ଯକାରୀ ସଭାପତି ଗଣେଶ ସାହୁ , ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ କେଶରୀ ନାୟକ , ସନ୍ତୋଷ ପଣ୍ଡା , ନରେନ୍ଦ୍ର ସାହୁ, ବିଜେଡି ବ୍ଲକ ସଭାପତି