ଢେଙ୍କାନାଳ ସଦର: ନିଶାଠାରୁ ଦୁରେଇ ରୁହନ୍ତୁ ଓ ବ୍ୟାୟାମ କରନ୍ତୁ ଏପରି ବାର୍ତ୍ତାନେଇ ପଦଯାତ୍ର, ଓଡ଼ାପଡ଼ାଠାରେ ପ୍ରତିକ୍ରିୟା
Dhenkanal Sadar, Dhenkanal | Sep 10, 2025
ନିଶା ଠାରୁ ଦୂରରେ ରୁହନ୍ତୁ ଓ ବ୍ୟାୟାମ କରନ୍ତୁ " ଏପରି ବାର୍ତ୍ତା ନେଇ ଦୁଇ ବର୍ଷରୁ ଉର୍ଦ୍ଦ ଦିନ ଧରି ୧୩୦୦୦ କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା...