ଗୋପାଳପୁର: ଚେନ୍ନାଇ ଗସ୍ତ କରି ପରିବହନ ବ୍ୟବସ୍ଥା ତଦାରଖ କଲେ ଗୋପାଳପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା
ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦୁଇ ଦିନିଆ ଚେନ୍ନାଇ ଗସ୍ତ କରିଛନ୍ତି l ସେଠାକାର ଯାତ୍ରୀ ମାନଙ୍କ ପାଇଁ ବ୍ୟବହୃତ ହେଉଥିବା ବସ୍ ଗୁଡ଼ିକର ରହଣୀର ବ୍ୟବସ୍ଥା,ଯାତ୍ରୀଙ୍କ ସହ ଆଲୋଚନା କରି ବସ୍ ରେ ବସି ବିଭିନ୍ନ ରୁଟ୍ ଗସ୍ତ କରିଥିଲେ l ସେଠାକାର ପରିବହନ ବ୍ୟବସ୍ଥା ପରିଦର୍ଶନ କରିଥିଲେ ପରିବହନ ମନ୍ତ୍ରୀ ବିଭୁତି ଜେନା l