ମାଲକାନଗିରି: ମାଲକାନଗିରି କିଲ୍ଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମ ନିକଟରୁ ଏକ ଧଳା ରଙ୍ଗର କାର ସହ ୧୩୫କେଜି ଗଞ୍ଜେଇ ଜବତ କଲେ ପୋଲିସ
Malkangiri, Malkangiri | Sep 12, 2025
ମାଲକାନଗିରି କିଲ୍ଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମ ନିକଟରେ ଗତ ଦୁଇଦିନ ଧରି ଏକ ଧଳା ରଙ୍ଗର କାର ଛିଡା ହୋଇଥିବା ଦେଖି ଲୋକଙ୍କ...