ସୋହେଲା: ସରକାରୀ ପ୍ରାଥମିକ ବିଦ୍ୟାଳୟ କନଗାଁ ରେ ଆଜି ସୋହେଲା ବିଇଓ ଙ୍କ ନିର୍ଦ୍ଦେଶ ରେ କନଗାଁ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ
Sohela, Bargarh (Baragarh) | Jul 19, 2025
ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ କ୍ଲଷ୍ଟରର ମାସିକ କ୍ଲଷ୍ଟର ବୈଠକ ସୋହେଲା ବିଇଓ ଙ୍କ ନିର୍ଦ୍ଦେଶ ରେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ...