ଅମ୍ବାଭୋନା: ଲେଲେହର ଠାରେ ଆଜି ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ, ଯୋଗଦେଲେ ଜଙ୍ଗଲ ବିଭାଗ ଓ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଫରେଷ୍ଟର
Ambabhona, Bargarh (Baragarh) | Jul 24, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଉତ୍ତମ ଗ୍ରାମପଞ୍ଚାୟତ ର ଲେଲେହର ଗ୍ରାମ୍ୟ ଜଙ୍ଗଲ ପରିସରରେ ଆଜି ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି...