ଅନୁଗୋଳ: ଶରଧାପୁର ଗ୍ରାମରେ ଥିବା ଶିବ ମନ୍ଦିରରୁ ଚୋରୀ ହୋଇଥିବା ନେଇ ପ୍ରତିକ୍ରିୟା ରଖିଲେ ମୋହନ ପ୍ରଧାନ
Anugul, Angul | Nov 14, 2025 ସକାଳ ପ୍ରାୟ ୫ ଟା ବେଳେ ମନ୍ଦିରର ପୂଜକ ସବୁଦିନ ପରି ପୂଜା କରିବାକୁ ଆସିଥିଲେ। ମନ୍ଦିର ନିକଟରେ ପହଞ୍ଚିବା ପରେ ସେ ଦେଖିଲେ ଯେ ମନ୍ଦିରର ମୁଖ୍ୟ ତାଲା ଭଙ୍ଗା ଯାଇଛି ଏବଂ ମନ୍ଦିର ଭିତରେ ଥିବା ସମସ୍ତ ଜିନିଷ ଏଣେତେଣେ ଫିଙ୍ଗା ଫୋପଡ଼ା ହୋଇଛି। ଏହା ଦେଖି ପୂଜକ ତୁରନ୍ତ ଗ୍ରାମ ସଭାପତି ବିଭୂତି ଭୂଷଣ ସାହୁଙ୍କୁ ଏ ବାବଦରେ ଖବର ଦେଇଥିଲେ।ଗ୍ରାମ ସଭାପତି ବିଭୂତି ଭୂଷଣ ସାହୁ ଓ ସମିତି ସଭ୍ୟ ରାଧାକାନ୍ତ ପଲେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚୋରିର ଭୟାବହତା ଦେଖିବା ପରେ ସେମାନେ ତୁରନ୍ତ ପୁରୁଣାକୋଟ ଥାନାକୁ ଫୋନ୍ କରି ଏହି ଲୁଟ୍ ସମ୍ପର୍କରେ ଜଣାଇଥିଲେ।ସୂଚନା ମୁତାବକ, ଏହି ରା