ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଳକର ପର୍ଯ୍ୟଟନସ୍ଥଳୀ ପୁଞ୍ଜିସିଲରେ ରେ ଭିଡ଼
କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ପର୍ଯ୍ୟଟନସ୍ଥଳୀ ପୁଞ୍ଜି ସିଲ୍ ରେ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ସହ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି। ଆଜି ଶୁକ୍ରବାର ଛାଡଖାଇ ପାଳନ କରିବାକୁ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୁର୍ଣ ପୁଞ୍ଜିସିଲ ଜଳପ୍ରପାତରେ ମଜା ନେଇଛନ୍ତି ପର୍ଯ୍ୟଟକ।