କୋଟପାଡ: ଜାମଗାଁ ଗାଁର ଅସୁସ୍ଥ ବ୍ୟକ୍ତିଙ୍କୁ ମେଡିକାଲ ନେଇ ଭର୍ତ୍ତି କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା, ନୁଆପଡା ଉପ ନିର୍ବାଚନ ପ୍ରଚାର ସମୟର ଘଟଣା l
ନୂଆପୋଡ଼ା ପ୍ରଚାର ସମୟରେ ଜାମଗାଁ ଗ୍ରାମର ଅସୁସ୍ଥ ବ୍ୟକ୍ତିଙ୍କୁ ମେଡିକାଲ ନେଇ ଭର୍ତ୍ତି କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ନୁଆପଡା ଉପନିର୍ବାଚନ ପ୍ରଚାର ସମୟରେ କାର୍ଯ୍ୟକର୍ତ୍ତା ଙ୍କ ସହ ଜାମଗାଁ ଗ୍ରାମରେ ପ୍ରଚାର କରୁଥିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ହେଲେ ଆଜି ଅପରାହ୍ନ ୩ ଟା ସମୟରେ ଜାମଗାଁ ଗାଁ ରେ ପ୍ରଚାର ସମୟରେ ଜଣେ ବ୍ୟକ୍ତଙ୍କ ଘରକୁ ପ୍ରଚାର ପାଇଁ ଯାଇଥିଲିବିଧାୟକ l ସେଠାରେ ଜଣେ ଭାଇ ଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଗୁରୁତର ଥିବାରୁ ତାଙ୍କୁ ମେଡିକାଲନେଇ ଭର୍ତ୍ତି କରିଥିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l