ଜାନୁଆରୀ ୨୮ ତାରିଖ ମଧ୍ୟାହ୍ନ ୧୨ଟା ୩୦ ମିନିଟରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଡ଼ବିଲ ରୁଗୁଡି ଥାନା ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ଼ ହଟିଙ୍ଗ ଅଞ୍ଚଳରେ ବେଆଇନ ଭାବେ ନଷ୍ଟ କରାଯାଇଥିଲା ',କେନ୍ଦୁଝର SP ଶ୍ରୀ ନିତିନ କୁଳାସକାରଙ୍କ ନିର୍ଦେଶ କ୍ରମେ ବଡ଼ବିଲ SDPO ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ସମସ୍ତ ପୋଲିସ ଟିମ ପକ୍ଷରୁ ଦୁଇ ଏକର ଜମିରେ ନଷ୍ଟ କରାଗଲା