ଛତ୍ରପୁର: ବ୍ରହ୍ମପୁର ଉତ୍କଳ ଆଶ୍ରମ ଠାରେ ଗୁରୁଦିବସକୁ କଳା ଦିବସ ଭାବେ ପାଳନ କଲେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ
Chhatrapur, Ganjam | Sep 5, 2025
ଆଜି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳ ଆଶ୍ରମ ସଭାଗୃହଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଶୁକ୍ରବାର...