ଆଜି ପୂର୍ବାହ୍ନ 11 ଟା ରେ ନୂଆଗାଁ ବୀଣାପାଣି ହାଇସ୍କୁଲ ଇକୋ କ୍ଲବରେ ଛେଣ୍ଡିପଦା ରେଞ୍ଜର ଛେଣ୍ଡିପଦା ସେକ୍ସନର ଡଙ୍ଗାପାଳ ବିଟରେ ହାତୀ ସୁରକ୍ଷାକୁ ନେଇ ଏକ ସଚେତନତାକୁ କାର୍ଯ୍ୟକ୍ରମ ସହ ରାଲି ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ସ୍ଥାନୀୟ ଲୋକଙ୍କୁ ହାତୀର ସୁରକ୍ଷା, ସଂରକ୍ଷଣ, ହାତୀ ମଣିଷ ଲଢେ଼ଇ ନେଇ ସଚେତନତା କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛେଣ୍ଡିପଦା ରେଞ୍ଜର ଅଧିକାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।