ଅନୁଗୋଳ: ଗ୍ରାମର ସମସ୍ୟା ନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହ ପ୍ରତିକ୍ରିୟା ରଖିଲେ ରଘୁନାଥପୁର ଗ୍ରାମବାସୀ
Anugul, Angul | Aug 7, 2025
ରଘୁନାଥପୁର ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଥାଇମଧ୍ୟ ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିଲା ନାହିଁ । ଗ୍ରାମର କିଛି ରାଜନୈତିକ ଓ କୁଚକ୍ରି...