ରାଉରକେଲାରେ ପରିବହନ ସଚିବ ଉଷା ପାଢ଼ୀ। ଚାର୍ଟର ବିମାନ ଦୁର୍ଘଟଣାର ତଦନ୍ତ କରିବ AAIB ଓ DGCA।କେମିତି ହେଲା ଦୁର୍ଘଟଣା, କାହିଁକି କରାଗଲା ଫୋର୍ସ ଲ୍ୟାଣ୍ଡିଂ କରିବେ ତଦନ୍ତ। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଭୁବନେଶ୍ୱରରୁ ରାଉରକେଲା ଯିବେ ଡାକ୍ତରୀ ଟିମ୍। ରାଉରକେଲା ଠାରେ ରବିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ସଚିବ ଉଷା ପାଢ଼ୀ।